ମହାନଦୀ ଶୁଣାଣି ଘୁଞ୍ଚିଲା

ମହାନଦୀ ଶୁଣାଣି ଘୁଞ୍ଚିଲା

 ମହାନଦୀ ଶୁଣାଣି ଘୁଞ୍ଚିଲା
ନୂଆଦିଲ୍ଲୀ: ଘୁଞ୍ଚିଲା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ନଭେମ୍ବର ୩୦ ପରିବର୍ତ୍ତେ ଡିସେମ୍ବର ୧୪ରେ ହେବ ଶୁଣାଣି। ବିବାଦର ଶୁଣାଣି ପୂର୍ବରୁ ଉଭୟ ରାଜ୍ୟକୁ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ମଗାଯାଇଛି । ରିପୋର୍ଟ ନେଇ ଶୁଣାଣି ପରେ ଅନ୍ତରୀଣ ରାୟ ଶୁଣାଇପାରନ୍ତି ବୋଲି ଟ୍ରିବ୍ୟୁନାଲ।