୨ ହାଇୱେ ଲୁଟେରା ଗିରଫ

୨ ହାଇୱେ ଲୁଟେରା ଗିରଫ

୨ ହାଇୱେ ଲୁଟେରା ଗିରଫ
ଭୁବନେଶ୍ୱର: ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି, ୨ ଜଣ ଲୁଟେରା ଗରିଫ ହୋଇଛନ୍ତି । କମିଶନରେଟ ପୋଲିସର କ୍ୟୁଏଟି ଟିମ ଦ୍ୱାରା ୨ ଲୁଟେରାଙ୍କୁ ଗିରଫ କରିଛନ୍ତି । ଗିରଫ କରିବା ସହିତ ଲୁଟେରାଙ୍କ ଠାରୁ ୨ଟି କାର, ଗୋଟିଏ ମାଉଜର ଓ ମୋବାଇଲ ଜବତ କରିଛି ପୋଲିସ । ଜବତ ହୋଇଥିବା କାର ମଧ୍ୟରୁ ଗୋଟିଏ ମଚେଂଶ୍ୱରରୁ ଲୁଟ୍ ହୋଇଥିବା ସୂଚନା ମିଳିଛ । ଲୁଟରେ ବ୍ୟବହୃତ ଅନ୍ୟ କାରଟିରେ ପଶ୍ଚିମବଙ୍ଗ ନମ୍ବର ଥିବା ଜଣାପଡିଛି ।