୨୫ଟି ୱାର୍ଡରେ ପୁନଃ ମତଦାନ ହେବ!

୨୫ଟି ୱାର୍ଡରେ ପୁନଃ ମତଦାନ ହେବ!

୨୫ଟି ୱାର୍ଡରେ ପୁନଃ ମତଦାନ ହେବ!

ଭୁବନେଶ୍ୱର:ପ୍ରଥମ ପର୍ୟ୍ୟାୟରେ ହୋଇଥିବା ମତଦାନରେ ୪ ଜିଲ୍ଲାର ୨୫ଟି ୱାର୍ଡରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ବୁଥ୍ ରିଗିଂ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।ତେବେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।