ସମୀର ମହାନ୍ତିଙ୍କ ନୂଆ ଟିମ, କେଉଁ ନେତାଙ୍କୁ କେଉଁ ପଦବୀ

ସମୀର ମହାନ୍ତିଙ୍କ ନୂଆ ଟିମ, କେଉଁ ନେତାଙ୍କୁ କେଉଁ ପଦବୀ

ସମୀର ମହାନ୍ତିଙ୍କ ନୂଆ ଟିମ, କେଉଁ ନେତାଙ୍କୁ କେଉଁ ପଦବୀ
ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିଜର ନୂତନ ଟିମ ଗଠନ କରିଛନ୍ତି । ସଭାପତି : ସମୀର ମହାନ୍ତି ଉପସଭାପତି ସଂଗୀତା ସିଂହଦେଓ ଅପରାଜିତା ଷଡ଼ଙ୍ଗୀ ବଳଭଦ୍ର ମାଝୀ ନାଉରୀ ନାୟକ ଭାସ୍କର ମଢେ଼ଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସୁକେଶୀ ଓରାମ ଭ୍ରୁଗୁ ବକ୍ସିପାତ୍ର ପ୍ରଭାତୀ ପରିଡ଼ା ଅନୀତା ଶୁଭଦର୍ଶିନୀ ନାୟକ ସାଧାରଣ ସମ୍ପାଦକ ରବି ନାୟକ ପୃଥ୍ୱୀରାଜ ହରିଚନ୍ଦନ ଗୋଲକ ମହାପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହରାୟ ମାନସ କୁମାର ମହାନ୍ତି (ସଂଗଠନ ସମ୍ପାଦକ) ସମ୍ପାଦକ କାଳନ୍ଦୀ ସାମଲ ଟଙ୍କଧର ତ୍ରିପାଠୀ ଅମର ନାୟକ ଅଭିମନୁ୍ୟ ସେଠୀ ନବୀନ ରାମ ସୀମାଂଚଳ ଖଟେଇ ପିଙ୍କି ପ୍ରଧାନ ସିପ୍ରା ବାଜପେୟୀ ଶର୍ମିଷ୍ଠା ମେହେର ସୁଦର୍ଶନ ଗୋଏଲ (କୋଷାଧ୍ୟକ୍ଷ)