ଶବକୁ ସାଲାଇନର ତଦନ୍ତ ନିଦେ୍ର୍ଧଶ

ଶବକୁ ସାଲାଇନର ତଦନ୍ତ ନିଦେ୍ର୍ଧଶ

ଶବକୁ ସାଲାଇନର ତଦନ୍ତ ନିଦେ୍ର୍ଧଶ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ମୃତକଙ୍କୁ ସାଲାଇନ ଓ ଇଞ୍ଜେକ୍ସନ ଦେବା ଅଭିଯୋଗ ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଘଟଣାର ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ତୋଳାମଣି ପଟେଲଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଗତକାଲି ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ମଲା ପରେ ଦୋଷ ଲୁଚାଇବାକୁ ଯୁବକଙ୍କୁ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ ମୃତୁ୍ୟ ପରେ ସାଲାଇନ ଓ ଇଞ୍ଜେକ୍ସନ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।