ଲୋକମାନଙ୍କ ମନରେ ଓମିକ୍ରନ ଭୟ
ଲୋକମାନଙ୍କ ମନରେ ଓମିକ୍ରନ ଭୟ
କରୋନା ଭୂତାଣୁର ଓମିକ୍ରନ ଭ୍ୟାରିଏଣ୍ଟ ଘାତକ ସାଜିଥିଲା । ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ହେଁ ଏହା ଦ୍ରୁତ ଗତିରେ ସଂକ୍ରମଣ ହେବାର କାରଣ ଏଯାଏ ବୈଜ୍ଞାନିକମାନେ ଜାଣି ପାରିନାହାନ୍ତି । ଏହାକୁ ଜାଣିବା ପୂର୍ବରୁ ପୁଣି ଏକ ନୂଆ ଭ୍ୟାରିଏଣ୍ଟ ଜନ୍ମ ନେଇ ସାରିଥିଲା । ତେଣୁ ଏହା ଅଧିକ ଘାତକ ଥିଲା ।
ବର୍ଷ୨୦୨୧ରେ ଏହା ଏକ ପ୍ରକାର ତାଣ୍ଡବ ରଚି ଚାଲିଥିଲା । ଏ ପର୍ଯ୍ୟନ୍ତ ଏହାର ଅନ୍ତ ଘଟି ନାହିଁ । ଏବେ ବି ଲୋକମାନଙ୍କ ମନରେ ଓମିକ୍ରନ ଭୟ ରହିଛି । ତେବେ ଟିକା ବାହାରିବା ପରେ କିଛି ମାତ୍ରାରେ ବିପଦ ଟଳିଛି ବୋଲି କୁହାଯାଇପାରିବ । ଅନେକ ଲୋକ ଏପର୍ଯ୍ୟନ୍ତ ମଧ୍ୟ କରୋନା ଟିକା ନେଇ ନାହାନ୍ତି ।




admin 