ରାଜ୍ୟରେ ଆଉ ୧୯୭୭ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁଠୁ କେତେ
ରାଜ୍ୟରେ ଆଉ ୧୯୭୭ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁଠୁ କେତେ
admin
Aug 14, 2020 - 05:21
Updated: Aug 14, 2020 - 05:21
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୧୯୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରେଣ୍ଟିନରୁ ଏବଂ ୭୩୬ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱରରୁ ୫୬, ବରଗଡରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୭, ବୌଦ୍ଧରୁ ୫, କଟକରୁ ୧୦୧, ଦେବଗଡରୁ ୨, ଢେଙ୍କାନାଳରୁ ୪୦, ଗଜପତସିରୁ ୯୩, ଗଞ୍ଜାମରୁ ୨୮୦, ଜଗତସିଂହପୁରରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୬୦, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୩୩୨, କୋରାପୁଟରୁ ୯୦, ମାଲକାନଗିରିରୁ ୫୨, ମୟୁରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୭, ନୟାଗଡରୁ ୭୫, ନୂଆପଡାରୁ ୨୦, ପୁରୀରୁ ୮୩, ରାୟଗଡାରୁ ୭୦, ସମ୍ବଲପୁରରୁ ୫୯, ସୋନପୁରରୁ ୭ ଏବଂ ସୁନ୍ଦରଗଡରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି । ୩୭୯୦୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୫୩ ରହିଛି ।