ମାଷ୍ଟର କ୍ୟାଣ୍ଟିଂନରେ ଦେହଜୀବୀଙ୍କ ଉତ୍ପାତ , ଭାଙ୍ଗିଲେ ପିସିଆର ଭ୍ୟାନ

ମାଷ୍ଟର କ୍ୟାଣ୍ଟିଂନରେ ଦେହଜୀବୀଙ୍କ ଉତ୍ପାତ , ଭାଙ୍ଗିଲେ ପିସିଆର ଭ୍ୟାନ

ମାଷ୍ଟର କ୍ୟାଣ୍ଟିଂନରେ ଦେହଜୀବୀଙ୍କ ଉତ୍ପାତ , ଭାଙ୍ଗିଲେ ପିସିଆର ଭ୍ୟାନ
ଭୁବନେଶ୍ୱର : ଆଜି ରାତି ପ୍ରାୟ ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ "ବସ ଟର୍ମିନାଲ" ସମ୍ମୁଖରେ ଏକ ପୋଲିସ ପିସିଆର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ରାଜମହଲ ଛକରେ କେତେକ ଦେହଜିବି ନିଜନିଜ ମଧ୍ୟରେ ଗଣ୍ଡଗୋଳ କରୁଥିଲେ । ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଁଛି ସେମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥଲେ।ମାତ୍ର ସେଠାରୁ ଯାଇ ପୁଣି ମାଷ୍ଟର କ୍ୟାଣ୍ଟିଂନ "ମୋ ବସ" ଟର୍ମିନାଲ ସମ୍ମୁଖରେ ଗଣ୍ଡଗୋଳ କରୁଥିବା ସମୟରେ ପିସିଆର ଭ୍ୟାନ ପହଁଛି ବାରୁ ଭ୍ୟାନ ଉପରେ ପଥର ରେ ଆକ୍ରମଣ କରିଥିଲେ ।ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ପୋଲିସ କର୍ମଚାରୀ ରକ୍ଷା ପାଇ ଯାଇଥିଲେ ମଧ୍ୟ ପିସିଆର ଭ୍ୟାନ ଦୁଇପଟ ଝରକା କାଚ ଭାଙ୍ଗି ଯାଇଥିବା ଜଣା ପଡ଼ିଛି ।