ବୃହତର ବେଂଚକୁ ଗଲା ସାବରୀମାଳା ମାମଲା

ବୃହତର ବେଂଚକୁ ଗଲା ସାବରୀମାଳା ମାମଲା

ବୃହତର ବେଂଚକୁ ଗଲା ସାବରୀମାଳା ମାମଲା
ନୂଆଦିଲ୍ଲୀ: ସାବରୀମାଳା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମାମଲାକୁ ବୃହତର ବେଂଚକୁ ପଠାଇଲେ ସୁପ୍ରିକୋର୍ଟ । ପୂର୍ବ ନିଷ୍ପତିକୁ ବଦଳାଇଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ୩-୨ ନିଷ୍ପତିରେ ବୃହତର ବେଂଚକୁ ଗଲା ମାମଲା । ୭ ଜଣିଆ ଖଣ୍ଡପୀଠକୁ ମାମଲା ହସ୍ତାନ୍ତର କରିଛନ୍ତି । ଧର୍ମର ସର୍ବମାନ୍ୟ ନିୟମ ମୁତାବକ ହେଉ ପରାମ୍ପରା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବର୍ତମାନ ସାବରୀମାଳାକୁ ପ୍ରବେଶ କରିପାରିବେ ବୋଲି କୋର୍ଟ କହିଛନ୍ତି ।