ନଭେମ୍ବର ସୁଦ୍ଧା ଚୀନ ଟିକା

ନଭେମ୍ବର ସୁଦ୍ଧା ଚୀନ ଟିକା

ନଭେମ୍ବର ସୁଦ୍ଧା ଚୀନ ଟିକା
ବେଜିଂ : ଚୀନର ଉହାନ ସହରରୁ ସୃଷ୍ଟି କରୋନା କରୋନା ଭାଇରସ ସାରା ବିଶବ୍କୁ କବଳିତ କରି ରଖିଛି । ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିଥିବା ବେଳେ ଆସନ୍ତା ନଭେମ୍ବର ସୁଦ୍ଧା ଚୀନ ଦ୍ୱାରା ପ୍ରସ୍ତୁତ ଟିକା ସର୍ବସାଧାରଣଙ୍କ ସେବନ ପାଇଁ ଉପଲବ୍ଧ ହେବ ବୋଲି ଚୀନ ସରକାର ଦାବି କରିଛି । ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି)ର ମୁଖ୍ୟ ଗୁଜେୟ ୟୁଙ୍କ କହିବା ଅନୁସାରେ ଚୀନରେ ୪ଟି ଟିକା ବିକାଶ କରାଯାଉଛି । ସେଗୁଡ଼ିକ ଏବେ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣସ୍ତରରେ ରହିଛନ୍ତି । ଏହି ଟିକା ଗୁଡ଼ିକର ଫଳାଫଳ ସନ୍ତୋଷଜନକ ରହିଛି । ଏବେ ଟିକାକୁ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଦିଆଯାଇଛି । ଆଗାମୀ ନଭେମ୍ବର ସୁସ୍ଥା ଟିକାକୁ