ଦୁଇ ଘଣ୍ଟାରେ 1 ଲକ୍ଷ 49 ହଜାର ଟିକଟ୍‌ ବିକ୍ରି

ଦୁଇ ଘଣ୍ଟାରେ 1 ଲକ୍ଷ 49 ହଜାର ଟିକଟ୍‌ ବିକ୍ରି

ଦୁଇ ଘଣ୍ଟାରେ 1 ଲକ୍ଷ 49 ହଜାର ଟିକଟ୍‌ ବିକ୍ରି
ଆସନ୍ତା ଜୁନ୍‌ 1 ତାରିଖରୁ ଟ୍ରେନ୍‌ ଚଳାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍‌ ବିକ୍ରି ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ 1 ଲକ୍ଷ 49 ହଜାର 25ଟି ଟିକେଟ୍‌ ବିକ୍ରି ହୋଇଥିବା ନେଇ ଆଇଆରସିଟିସି ପକ୍ଷରୁ ଟ୍ବିଟ କରାଯାଇଛି । ସମୁଦାୟ 73ଟି ପାସେଞ୍ଜର ଟ୍ରେନ୍‌ ପାଇଁ ଏହି ଟିକେଟ୍‌ ବିକ୍ରି କରାଯାଇଥିବା ଜଣାପଡିଛି ।