ତାମିଲନାଡ଼ୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ବିୟାଗ

ତାମିଲନାଡ଼ୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ବିୟାଗ

ତାମିଲନାଡ଼ୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ବିୟାଗ

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ନେତା ପନ୍ନିର ସେଲଭମ୍‌ଙ୍କ ପତ୍ନୀଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି। ପେଟର ଯନ୍ତ୍ରଣା ହେବାରୁ ସେଲଭମ୍‌ ପତ୍ନୀ ବିଜୟଲକ୍ଷ୍ମୀଙ୍କୁ ଚେନ୍ନାର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଗତ ସପ୍ତାହେ ହେଲା ସେଠାରେ ତାଙ୍କା ଚିକିତ୍ସେଲ ଚାଲଥିଲା ବୁଧବାର ସକାଳେ ତାଙ୍କର ହୃଦ୍ଘାତ ହୋଇଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ଅକାଳ ବିୟୋଗ ଯୋଗୁଁ ବହୁ ରାଜନେତା ଶୋକବ୍ୟକ୍ତ କରିଛନ୍ତି।