ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
ବଲାଙ୍ଗିର: ସୁଦପଡା ସ୍ଥିତ ରେଲୱେ ଫାଟକ ଠାରେ ଟ୍ରେନ୍ ଆଗକୁ ଡେଇଁ ଜଣେ ଅଜଣା ଯୁବକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁସାରେ, ବଲାଙ୍ଗିର ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି ।
ଅନ୍ୟପଟେ ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କର ଏପର୍ୟ୍ୟନ୍ତ ପରିଚୟ ମିଳିପାରି ନଥିବା ବେଳେ ଘଟଣାସ୍ଥଳରେ ଜିଆର୍ପି ପହଞ୍ଚି ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।




admin 