ଚୀନ ମାନିଲା ଗଲୱାନ୍ ସତ

ଚୀନ ମାନିଲା ଗଲୱାନ୍ ସତ

ଚୀନ ମାନିଲା ଗଲୱାନ୍ ସତ
ନୂଆଦିଲ୍ଲୀ: ବିଳମ୍ବରେ ହେଲେ ବି ଗଲୱାନରେ ନିଜର ସେନିକ ମରିବା କଥା ଚିନ୍ ମାନିଛି । ଗଲୱାନରେ ଭାରତୀୟ ସେନା ସହ ଚୀନ୍ ସେନାର ସଂଘର୍ଷ ଘଟିଥିଲା । ସଂଘର୍ଷରେ ନିଜର ୪ ଜଣ ସୈନିକ ମରିଥିବା ଚୀନ ସ୍ୱୀକାର କରିଛି । ୪ ସୈନିକଙ୍କ ତାଲିକା ପ୍ରକାଶ ସହ ମରଣୋତର ସମ୍ମାନ ଜଣାଇଲା । ୪ ସୈନିକଙ୍କୁ ସମ୍ମାନ ଜଣାଇବା ଚୀନର ସେଂଟ୍ରାଲ କମିଶନ ।