କେନ୍ଦୁଝରରେ ବିଜେଡି ଆଗୁଆ
କେନ୍ଦୁଝରରେ ବିଜେଡି ଆଗୁଆ
କେନ୍ଦୁଝରରେ ବିଜେଡି ଆଗୁଆ
ଆନନ୍ଦପୁର ବ୍ଳକ ୧ ନମ୍ବର ଜୋନ୍ ରୁ ବିଜେଡିର ଟୁନି ରଣା ଆଗୁଆ
ସଦର ବ୍ଳକ ୪ ନମ୍ବର ଜୋନ୍ରୁ ବିଜେଡିର ଲିଳାବତୀ ମହାନ୍ତ ଆଗୁଆ
ଘଟଗାଁ ବ୍ଲକ ୭ ନମ୍ବର ଜୋନରେ ବିଜେଡିର ଯାଜ୍ଞସେନୀ ମହାନ୍ତ ଆଗୁଆ
ଘସିପୁରା ବ୍ଳକ ୧୦ ନମ୍ବର ଜୋନ୍ରୁ ବିଜେଡିର ମଧୁସ୍ମିତା ଦାସ ଆଗୁଆ
ଚମ୍ପୁଆ ବ୍ଳକ ୧୩ ନମ୍ବର ଜୋନ୍ରୁ ବିଜେଡିର ଉଦୟ ନାଏକ ଆଗୁଆ
ଝୁମ୍ପୁରା ବ୍ଳକ ୧୬ ନମ୍ବର ଜୋନ୍ରୁ ବିଜେଡିର କ୍ଷୀରୋଦିନୀ ମହାକୁଡ ଆଗୁଆ
ତେଲକୋଇ ବ୍ଳକର ୧୯ ନମ୍ବର ଜୋନ୍ରୁ ବିଜେପିର ଛଇଳବାଳା ନାଏକ ଆଗୁଆ
ପାଟଣା ବ୍ଳକ ୨୧ ନମ୍ବର ଜୋନ୍ରୁ ବିଜେଡିର ପ୍ରଫୁଲ୍ଲ ଚନ୍ଦ୍ର ନାଏକ ଆଗୁଆ
ବାଂଶପାଳ ବ୍ଲକ ୨୪ ନମ୍ବର ଜୋନ୍ରୁ ବିଜେଡିର ଶାନ୍ତିଲତା ରଣା ଆଗୁଆ
ଯୋଡ଼ା ବ୍ଳକ ୨୬ ନମ୍ବର ଜୋନ୍ରୁ ବିଜେଡିର ଶଶିକାନ୍ତ ଖୁଲାର ଆଗୁଆ
ସାହାରପଡ଼ା ବ୍ଳକ ୨୯ ନମ୍ବର ଜୋନ୍ରୁ ବିଜେଡିର ବୁଦ୍ଧଦେବ ମହାକୁଡ ଆଗୁଆ
ହରିଚନ୍ଦନପୁର ବ୍ଲକ ୩୧ ନମ୍ବର ଜୋନ୍ରୁ ବିଜେଡିର ସାଗରୀକା ସାହୁ ଆଗୁଆ
ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍ରୁ ବିଜେଡିର ସୋମନାଥ ଦାସ ଆଗୁଆ




admin 