କିଏ ହେବେ କଂଗ୍ରେସର ଜିଲ୍ଲା ସଭାପତି ଜାଣନ୍ତୁ
କିଏ ହେବେ କଂଗ୍ରେସର ଜିଲ୍ଲା ସଭାପତି ଜାଣନ୍ତୁ
admin
Jul 30, 2020 - 08:06
Updated: Jul 30, 2020 - 08:06
ନୂଆଦିଲ୍ଲୀ : ଖୁବଶୀଘ୍ର କଂଗ୍ରେସର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଇଥିବା ତାଲିକା ଉପରେ ଏଆଇସିସିର ମୋହର ଲାଗିସାରିଛି । କେଉଁ ନେତାଙ୍କୁ କେଉଁ ଜିଲ୍ଲାର ସଭାପତି କରାଯିବ ତାହା ନିମ୍ନରେ ପ୍ରଦାନ କରାଗଲା । ଖୁବଶୀଘ୍ର ଏନେଇ ଏଆଇସିସି ପକ୍ଷରୁୁ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି ।
ଅନୁଗୁଳ : ବିପ୍ଲବ ଜେନା
ବାଲେଶ୍ୱର : ସଂଜୀବ ଗିରି
ବରଗଡ଼ : ନିହାର ମହାନନ୍ଦ
ଭଦ୍ରକ : ସୁବ୍ରତ ଦାସ
ଭୁବନେଶ୍ୱର : ବିଶ୍ୱଜିତ ଦାସ
କଟକ : ମାନସ ଚୌଧୁରୀ
କଟକ ସଦର : ମହମ୍ମଦ ମୁକିମ
ଗଞ୍ଜାମ : ରମେଶ ଜେନା
କେନ୍ଦ୍ରାପଡ଼ା : ଚିନ୍ମୟ ବେହୁରା
ଜଗତସିଂହପୁର : ନଟବର ବାରିକ
ପୁରୀ : ଅଜିତ ମଙ୍ଗରାଜ
ଖୋର୍ଦ୍ଧା : ସୁରେଶ ରାଉତରାୟ
କୋରାପୁଟ : ମୀନାକ୍ଷୀ ବାହିନୀପତି
କନ୍ଧମାଳ : ମନୋଜ ଆଚାର୍ଯ୍ୟ
ଗଜପତି : ଦାଶରଥି ଗମାଙ୍ଗୋ
ଯାଜପୁର : ମନୋଜ ରାଉତ
ଝାରସୁଗୁଡ଼ା : ମହେନ୍ଦ୍ର ନାୟକ
କେନ୍ଦୁଝର : ଆଲୋକ ମିଶ୍ର
ରାଉରକେଲା : ଜର୍ଜ ତିର୍କୀ
ମୟୂରଭଞ୍ଜ : ହେମନ୍ତ ଦାସ
ସୁନ୍ଦରଗଡ଼ : ରାଜେନ ଏକ୍କା
ବଲାଙ୍ଗୀର : ଦିଲ୍ଲୀପ ବେହେରା
ନୂଆପଡା : ଅଧିରାଜ ପାଣିଗ୍ରାହୀ
ନୟାଗଡ଼ : ରଂଜିତ ଦାସ
କଳାହାଣ୍ଡି : ଭାରତ ଭୂଷଣ ବିମଳ
ସମ୍ବଲପୁର : ଅସରତ ଅଲ୍ଲୀ ଖାନ
ସୋନପୁର : ବିନୋଦ ପାତ୍ର
ରାୟଗଡା : ଦୁର୍ଗା ପ୍ରସାଦ ପଣ୍ଡା