ଉପକାରାଗାରରେ ଥିବା ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ।

ଉପକାରାଗାରରେ ଥିବା ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ।

ଉପକାରାଗାରରେ ଥିବା ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ।
ନୀଳଗିରି ଉପକାରାଗାରରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାମ ରାଜୁ ସିଂହ ବୋଲି ଜଣାଯାଇଛି । ସେ ଏକ ଚୋରି ମାମଲାରେ ଧରାପଡ଼ି ନୀଳଗିରି ଜେଲରେ ଥିଲେ। ତାଙ୍କ ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ପ୍ରତାପପୁର ଗ୍ରାମରେ। ଗତ ୨୦ ତାରିଖରେ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ନୀଳଗିରି ପରେ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ଅଣାଯାଇଥିଲା। ଆଜି ସକାଳେ ରାଜୁ ସିଂହଙ୍କ ମୃତ୍ୟୁ ହୋଇଛି।