ଆଜି ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ।

ଆଜି ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ।

ଆଜି ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ।
ଆଜି ପୁରୀରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ହେବ କୋଭିଡ ଟେଷ୍ଟ । ସହରର ୩ଟି ସ୍ଥାନରେ କୋରୋନା ଟେଷ୍ଟ ପାଇଁ ବ୍ୟବସ୍ଥା ହୋଇଛି । ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଦୁଇ ରାଉଣ୍ଡ ହେବ କୋଭିଡ ଟେଷ୍ଟ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ସହ ଅନ୍ୟାନ୍ୟ ନୀତିକାନ୍ତିକୁ ସୁରୁଖୁରୁରେ ସଂକ୍ରମଣମୁକ୍ତ ସହ ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର ସେବାୟତଙ୍କ ସହ ସରକାରୀ ଅଧିକାରୀ, କର୍ମଚାରୀ, ପୋଲିସ, ପୌର ଅଧିକାରୀ, କର୍ମଚାରୀଙ୍କ କୋଭିଡ ଟେଷ୍ଟ ହେବ । ଆଜିଠାରୁ ସ୍ୱାବ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ।