ଅଧାରୁ ଅଟକିଲା କଂଗ୍ରେସ ରାଲି : ଧାରଣାରେ କଂଗ୍ରେସ ନେତା

ଅଧାରୁ ଅଟକିଲା କଂଗ୍ରେସ ରାଲି : ଧାରଣାରେ କଂଗ୍ରେସ ନେତା

ଅଧାରୁ ଅଟକିଲା କଂଗ୍ରେସ ରାଲି : ଧାରଣାରେ କଂଗ୍ରେସ ନେତା
କଟକ : କଂଗ୍ରେସ ପକ୍ଷରୁ ଆରମ୍ଭ କରାଯାଇଛି କ୍ଷେତି ବଞ୍ଚାଓ ଆନେ୍ଦାଳନ । ତେବେ ଭୁବନେଶ୍ୱରରୁ ଆରମ୍ଭ କରାଯାଇଥିବା ଏହି ରାଲିକୁ କଟକ ସହର ମଧ୍ୟକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଇନଥିଲା । ପୋଲିସ ରାଲିକୁ ରୋକିବା ପରେ ଗୋପାଳପୁରଠାରେ କଂଗ୍ରେସ ନେତା ମାନେ ଧାରଣାରେ ବସିଛନ୍ତି । କ୍ଷେତି ବଞ୍ଚାଓ ଆନେ୍ଦାଳନରେ ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ନେତୃତ୍ୱରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତି ପ୍ରମୁଖ ସାମିଲ ହୋଇଥିଲେ ।