୬୪ କରୋନା ଆକ୍ରାନ୍ତ ସୁସ୍ଥ

୬୪ କରୋନା ଆକ୍ରାନ୍ତ ସୁସ୍ଥ

୬୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୬୭ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁରରେ ୧୨, ସୁନ୍ଦରଗଡ଼ରେ ୧୧, ବରଗଡ଼ରେ ୬, ବଲାଙ୍ଗୀରରେ ୬, ବୌଦ୍ଧରେ ୩, ଦେବଗଡ଼ରେ ୩, ଯାଜପୁରରେ ୩, ସୋନପୁରରେ ୩, ବାଲେଶ୍ୱରରେ ୨, କଟକରେ ୨, ଖୋର୍ଦ୍ଧାରେ ୨, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୨, ପୁରୀରେ ୨, ଅନୁଗୁଳରେ ୧, ଗଜପତିରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୧ ଓ ରାୟଗଡ଼ାରେ ଜଣେ ସୁସ୍ଥ ହୋଇଛନ୍ତି ।