୨୨୮ କରୋନା ଆକ୍ରାନ୍ତ ସୁସ୍ଥ

୨୨୮ କରୋନା ଆକ୍ରାନ୍ତ ସୁସ୍ଥ

୨୨୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ, ସୁନ୍ଦରଗଡ଼ରେ ୩୯, ଅନୁଗୁଳରେ ୨୩, ଖୋର୍ଦ୍ଧାରେ ୨୦, କେନ୍ଦୁଝରରେ ୧୯, ବାଲେଶ୍ୱରରେ ୧୬, ବରଗଡ଼ରେ ୧୩, ଯାଜପୁରରେ ୧୨, ଝାରସୁଗୁଡ଼ାରେ ୧୦, ନୂଆପଡ଼ାରେ ୧୦, ବଲାଙ୍ଗୀରରେ ୯, କଟକରେ ୮, ଗଜପତିରେ ୭, କେନ୍ଦ୍ରାପଡ଼ାରେ ୫, ମୟୂରଭଞ୍ଜରେ ୫, ଦେବଗଡ଼ରେ ୪, ପୁରୀରେ ୪, ସୋନପୁରରେ ୪, ଭଦ୍ରକରେ ୩, ରାୟଗଡ଼ାରେ ୩, ସମ୍ବଲପୁରରେ ୩, ବୌଦ୍ଧରେ ୨, ଗଞ୍ଜାମରେ ୨, ଜଗତସିଂହପୁରରେ ୧, କୋରାପୁଟରେ ୧ ଓ ରାଜ୍ୟ ପୁଲରୁ ୫ ଜଣ ସୁସ୍ଥ ହୋଇଛନ୍ତି ।