ହକି ବିଶ୍ୱକପ୍: ଭୁବନେଶ୍ଵରରେ ନେଦରଲାଣ୍ଡ ଟିମ୍

ହକି ବିଶ୍ୱକପ୍: ଭୁବନେଶ୍ଵରରେ ନେଦରଲାଣ୍ଡ ଟିମ୍

ହକି ବିଶ୍ୱକପ୍: ଭୁବନେଶ୍ଵରରେ ନେଦରଲାଣ୍ଡ ଟିମ୍

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଲେ ନେଦରଲାଣ୍ଡ ହକି ଟିମ୍ । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଆଉ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ରେ ହେବାକୁ ଯାଉଛି ହକି ବିଶ୍ୱକପ୍, ସେଥିପାଇଁ ଦଳ ଆସି ଭୁବନେଶ୍ବରରେ ପହଂଚିଛି ।

୨୦୧୮ ରେ ନେଦରଲାଣ୍ଡ ସିଲଭର୍ ମେଡାଲ ପାଇଥିଲା । ଏହା ସହିତ ଏପର୍ୟ୍ୟନ୍ତ ୩ ଥର ବିଶ୍ଵ ବିଜେତା ହେଇଥିବା ବେଳେ ୬ ଥର ଫାଇନାଲ ପର୍ୟ୍ୟନ୍ତ ଯାଇଛି ଟିମ୍ । ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଗ୍ରୁପ୍ ସି ରେ ରହିଛି ନେଦରଲାଣ୍ଡ ଏବଂ ଏହା ସହିତ ନିଉଜିଲ୍ୟାଣ୍ଡ, ଚିଲି ଆଉ ମାଲେସିଆ ମଧ୍ୟ ରହିଛି।