ରାଜ୍ୟରେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ।
ରାଜ୍ୟରେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୭, ଯାଜପୁରରେ ୧୧, ଖୋର୍ଦ୍ଧାରେ ୩, କେନ୍ଦ୍ରାପଡ଼ାରେ ୫୦, କଟକରେ ୨୦, ଭଦ୍ରକରେ ୭, ଜଗତସିଂହପୁରରେ ୧୪, ବଲାଙ୍ଗୀରରେ ୨, ନୟାଗଡ଼ରେ ୩, ସୁନ୍ଦରଗଡ଼ରେ ୩, ବୌଦ୍ଧରେ ୧, ନୂଆପଡ଼ାରେ ୩, ମୟୂରଭଞ୍ଜରେ ୩, କେନ୍ଦୁଝରରେ ୧, କନ୍ଧମାଳରେ ୯, ମାଲକାନାଗିରିରେ ୧, ସମ୍ବଲପୁରରେ ୨, ବରଗଡ଼ରେ ୩ ଓ ସୋନପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଁଚିଛି । ଅପରପକ୍ଷରେ ୧୧୨୬ ଜଣ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୭ ଜଣ କରୋନାରେ ମୃତୁ୍ୟବରଣ କରିଥିବାବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ୨ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି ।