ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କର ପ୍ରାଣହାନୀ ଘଟିଛି

ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କର ପ୍ରାଣହାନୀ ଘଟିଛି

ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କର ପ୍ରାଣହାନୀ ଘଟିଛି
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କର ପ୍ରାଣହାନୀ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୨୧୦ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବାଲେଶ୍ୱରରେ ୨, ବରଗଡ଼ରେ ୪, ବୌଦ୍ଧରେ ୩, କଟକରେ ୪, ଢେଙ୍କାନାଳରେ ୧, ଗଞ୍ଜାମରେ ୨, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୩, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୨, ଖୋର୍ଦ୍ଧାରେ ୫, ନୟାଗଡ଼ରେ ୧, ପୁରୀରେ ୨, ରାୟଗଡ଼ାରେ ୨, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ଘଟିଛି । ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୭୭, ବାଲେଶ୍ୱରରେ ୩୨୦, ବରଗଡ଼ରେ ୧୧୮, ଭଦ୍ରକରେ ୨୧୭, ବଲାଙ୍ଗୀରରେ ୪୧, ବୌଦ୍ଧରେ ୮୩, କଟକରେ ୫୫୭, ଦେବଗଡ଼ରେ ୧୪, ଢେଙ୍କାନାଳରେ ୧୩୭, ଗଜପତିରେ ୨୩, ଗଞ୍ଜାମରେ ୭୭, ଜଗତସିଂହପୁରରେ ୧୪୮, ଯାଜପୁରରେ ୩୯୪, ଝାରସୁଗୁଡ଼ାରେ ୨୭, କଳାହାଣ୍ଡିରେ ୪୮, କନ୍ଧମାଳରେ ୩୭, କେନ୍ଦ୍ରାପଡ଼ାରେ ୨୩୭, କେନ୍ଦୁଝରରେ ୧୧୫, ଖୋର୍ଦ୍ଧାରେ ୭୨୬, କୋରାପୁଟରେ ୧୨୭, ମାଲକାନାଗିରିରେ ୫୮, ମୟୂରଭଞ୍ଜରେ ୨୮୫, ନବରଙ୍ଗପୁରରେ ୧୮୬, ନୟାଗଡ଼ରେ ୧୩୨, ନୂଆପଡ଼ାରେ ୧୩, ପୁରୀରେ ୨୩୪, ସମ୍ବଲପୁରରେ ୬୬, ରାୟଗଡ଼ାରେ ୧୨୯, ସୋନପୁରରେ ୩୪, ସୁନ୍ଦରଗଡ଼ରେ ୨୫୧ ଓ ରାଜ୍ୟ ପୁଲରେ ୧୨୪ ଜଣ ସଂକ୍ରମିତ ହୋଇଛନ୍ତି ।