ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି

ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି

ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି
ଭୁବନେଶ୍ୱର: ରାଜ୍ୟରେ ମୋଟ ସାଇବର ଠକେଇ ହୋଇଛି ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା । ଭୁବନେଶ୍ୱରରେ ୩୬୮ଟି ଫ୍ରଡ କଲ ଦ୍ୱାରା ଅଧକୋଟି ଟଙ୍କା ଲୁଟ ହୋଇଛି ବୋଲି ସିପି କହିଛନ୍ତି । ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି । ବ୍ଲକ ହୋଇ ରହିଥିବା ଟଙ୍କା ମଧ୍ୟରୁ କିଛି ଜଣଙ୍କୁ ଫେରାଯାଇଛି । ଫ୍ରଡ କଲ ଆସୁଥିବା ୨୩୯ଟି ସିମକୁ ବ୍ଲକ କରିଦିଆଯାଇଛି । ସମସ୍ତ ଠକେଇ କଲ ଓଡିଶା ବାହାରୁ ଆସୁଥିବା ପୋଲିସ କମିଶନର କହିଛନ୍ତି ।