ଭୁବନେଶ୍ୱରରେ ବର୍ତମାନର ସ୍ଥିତିକୁ ଦେଖି କଟକଣା ଦୃଢ଼ କରାଯିବ : ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱରରେ ବର୍ତମାନର ସ୍ଥିତିକୁ ଦେଖି କଟକଣା ଦୃଢ଼ କରାଯିବ : ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱରରେ ବର୍ତମାନର ସ୍ଥିତିକୁ ଦେଖି କଟକଣା ଦୃଢ଼ କରାଯିବ : ପ୍ରେମଚନ୍ଦ୍ର ଚୌଧୁରୀ
ଭୁବନେଶ୍ୱର: କୋଭିଡ ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଏସଆରସିଙ୍କ ଗାଇଡଲାଇନ ଅନୁଧ୍ୟାନ କରି ପରବର୍ତୀ ପଦକ୍ଷେପ ନବୁ । ବର୍ତମାନର ସ୍ଥିତିକୁ ଦେଖି କଟକଣା ଦୃଢ଼ କରାଯିବ । ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଲୋକ ଆସୁଥିବାରୁ ନଜର ରଖାଯାଇଛି । ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି । ଏପ୍ରିଲ ୧ ରୁ ୪୫ ବର୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ଟିକା, ଆଗ୍ରହ ପ୍ରକାଶ ପାଇଁ ଅନୁରୋଧ । କୋଭିଡ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ ରିପୋର୍ଟ ନିଦେ୍ର୍ଧଶ ଜାରି ହେବ । ୩ ଦିନ ବ୍ୟବଧାନର ନେଗେଟିଭ ରିପୋର୍ଟ ନେଇ ଆସିବାକୁ କୁହାଯିବ । ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଛି, ମାତ୍ର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ ।