ଭାରତୀୟ ହକି ଦଳରେ ଦୁଇ ଓଡିଆ

ଭାରତୀୟ ହକି ଦଳରେ ଦୁଇ ଓଡିଆ

ଭାରତୀୟ ହକି ଦଳରେ ଦୁଇ ଓଡିଆ
ଭୁବନେଶ୍ୱର : ଏଫଆଇଏଚ୍ ପୁରୁଷ ଫାଇନାଲ ପାଇଁ ହକି ଦଳ ଘୋଷଣା ହୋଇଛି । ୧୮ ଜଣିଆ ହକି ଦଳରେ ଓଡିଶାରୁ ୨ ଜଣ ସ୍ଥାନ ପାଇଛନ୍ତି । ଓଡିଶାରୁ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଦଳରେ ସାମିଲ ହୋଇଛନ୍ତି । ବିରେନ୍ଦ୍ର ଲାକ୍ରା ହକି ଦଳର ଉପଅଧିନାୟକ ପଦରେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ଜୁନ ୬ ତାରିଖରୁ କଳିଙ୍ଗ ଷ୍ଟରଡିୟମରେ ଏଫଆଇଏଚ୍ ସିରିଜ ଆରମ୍ଭ ହେବ ।