ବି୍ରଟେନରୁ ସମସ୍ତ ବିମାନ ବାତିଲ

ବି୍ରଟେନରୁ ସମସ୍ତ ବିମାନ ବାତିଲ

ବି୍ରଟେନରୁ ସମସ୍ତ ବିମାନ ବାତିଲ
ନୂଆଦିଲ୍ଲୀ:ବି୍ରଟେନରୁ ଆସୁଥିବା ସମସ୍ତ ବିମାନକୁ ଭାରତ ବାତିଲ କରିଦେଇଛି । ବି୍ରଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ନେଇ ସରକାର ପଦକ୍ଷେପ ନେଇଛନ୍ତି । ଡିସେମ୍ବର ୨୨ ମଧ୍ୟରାତ୍ରରୁ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଯାଇଛି । ୟୁକେରୁ ଆସୁଥିବା ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ସଂଗରୋଧରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେ ବି ୭ଦିନ ହୋମ କ୍ୱାରେଟଂନରେ ରହିବେ ।