ବାରହା ଫାଶରେ ଦନ୍ତା ମୃତ

ବାରହା ଫାଶରେ ଦନ୍ତା ମୃତ

ବାରହା ଫାଶରେ ଦନ୍ତା ମୃତ
ଅନୁଗୁଳ:ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର ଗାଁ ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି । ଗାଁ ନିକଟ ଜଙ୍ଗଲରେ ଦନ୍ତାହାତୀର ମୃତୁ୍ୟ ଘଟିଛି । ବାରହା ଶିକାର ପାଇଁ ବିଛା ହୋଇଥିବା ତାର ଲାଗି ଦନ୍ତାହାତୀର ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି । ହାତୀର ବୟସ ଜଣାପଡିନି , ଘଟଣାସ୍ଥଳକୁ ହଣ୍ଡପା ବନ ବିଭାଗ ଯାଇ ହାତୀର ମୃତୁ୍ୟ ଯାଂଚ କରିଛି ।