ବରଗଡ ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ପଦ୍ମପୁର ଉପ ନିର୍ବାଚନର ସୁପରିଚାଳନା ପାଇଁ ମହାମହିମ ରାଜ୍ୟପାଳ ଙ୍କ ଠାରୁ ପୁରସ୍କୃତ ହେଲେ ବରଗଡ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ************************************ବରଗଡ : ସଦ୍ୟ ସମାପ୍ତ ପଦ୍ମପୁର ବିଧାନ ସଭା ପାଇଁ ହୋଇଥିବା ଉପ ନିର୍ବାଚନରେ ଖୁବ୍ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିଥିବାରୁ ମହାମହିମ ରାଜ୍ୟପାଳ ଙ୍କ ହାତରେ ପୁରସ୍କୃତ ହେଲେ ବରଗଡ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ପଦ୍ମପୁର ଉପ ଜିଲ୍ଲାପାଳ। ଗତ ୨୫ ତାରିଖ ଦିନ  ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ସ୍ମିତ ପି.ପରମାର ଏବଂ ଉପଜିଲ୍ଲାପାଳ ପଦମପୁର ଶ୍ରୀଯୁକ୍ତ ତ୍ରିଲୋଚନ ପାତ୍ର ୦୧- ପଦ୍ମପୁର ବିଧାନ ସଭା ଉପନିର୍ବାଚନ ୨୦୨୨ ସମୟରେ ନିର୍ବାଚନ କମିଶନ ନିର୍ଦ୍ଦେଶାବଳୀକୁ  ପ୍ରଭାବୀ ଢଙ୍ଗରେ  କାର୍ଯ୍ୟ କାରୀ କର ଶାନ୍ତି ଶୃଙ୍ଖଳାରେ ପଦ୍ମପୁର ବିଧାନ ସଭା ପାଇଁ ହୋଇଥିବା ଉପ ନିର୍ବାଚନ କୁ ସମାପ୍ତ କରିଥିବାରୁ ରାଜ୍ୟ ସ୍ତରୀୟ ମତଦାତା ଦିବସରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଓ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏହି ସମସ୍ତ ଜିଲ୍ଲା ଅଧିକାରୀ ଙ୍କୁ  ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।