ଛୁରିରେ ଭାଇର ତଂଟି କାଟିଲା ଭାଇ

ଛୁରିରେ ଭାଇର ତଂଟି କାଟିଲା ଭାଇ

ଛୁରିରେ ଭାଇର ତଂଟି କାଟିଲା ଭାଇ
ବ୍ରହ୍ମପୁର: ଭାଇକୁ ଭାଇ ହତ୍ୟା କରିଛି । ଦାଦା ପୁଅ ଭାଇା ତଂଟି କାଟି ହତ୍ୟା କଲା ବଡବାପା ପୁଅ । ଗଞ୍ଜାମ ବୁଭୁଡା ମାଳିଝୋଳା ମନ୍ଦିର ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକ ୧୫ ବର୍ଷର ନାବାଳକ, ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତ ଭାଇକୁ ଥାନାରେ ଅଟକ ରଖିଛି ପୋଲିସ । ଅଭିଯୁକ୍ତକୁ ଆଜି କୋର୍ଟ ଚାଲଣ କରିବ । ବୁଗୁଡା ପୋଲିସ ହତ୍ୟାକାଣ୍ଡ ପଛର ଛାନଭିନ କରୁଛି ।