କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ‌ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆସନ୍ତୁ ଜାଣିବା:

ବରୁଣେଇ ଠାରେ ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଦେଲେ ୯.୬୮୫ ଏକର ଜମି
ଆଇଟି ନୀତି ୨୦୨୨କୁ ମଞ୍ଜୁରୀ
ମୋବାଇଲ ଟାଓ୍ବାର, ଅପଟିକାଲ ଫାଇବର ନୀତିରେ ସଂଶୋଧନ
ଲୋକାୟୁକ୍ତ ବାର୍ଷିକ ରିପୋର୍ଟକୁ ଅନୁମୋଦନ
୨୦ ଦାଦନ ପ୍ରବଣ ବ୍ଲକ ପାଇଁ ସ୍ବତନ୍ତ୍ର ଯୋଜନା
ଅନେକ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ
ଜଟଣୀ ତହସିଲର କିଛି ଜମି ବିଡିଏକୁ ହସ୍ତାନ୍ତର
ବାସେଳୀ ସାହି ଧର୍ମଶାଳା ପ୍ରକଳ୍ପକୁ ଅନୁମୋଦନ