କେମିତି ପ୍ରସ୍ତୁତ କରିବେ ବଟର କଫି ଜାଣନ୍ତୁ

କେମିତି ପ୍ରସ୍ତୁତ କରିବେ ବଟର କଫି ଜାଣନ୍ତୁ

କେମିତି ପ୍ରସ୍ତୁତ କରିବେ ବଟର କଫି ଜାଣନ୍ତୁ
ଆବଶ୍ୟକ ସାମଗ୍ରୀ କ୍ଷୀର – ୪କପ ( ଭଲ ଭାବେ ଫୁଟା ହୋଇଥିବା ) ଚିନି – ୩ ଚାମଚ କଫି ଗୁଣ୍ଡ – ୨ ଚାମଚ ବଟର – ୪ ଚାମଚ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀର ଗରମ କରନ୍ତୁ। କିଛି ସମୟ ପରେ ଏଥିରେ ଚିନି ପକାଇ ଫୁଟାନ୍ତୁ। ଏହାପରେ ଏକ ଗ୍ଲାସ କ୍ଷୀରରେ ବଟର ପକାଇ ଏହାକୁ ଭଲ ଭାବେ ପେଷି ମିଶ୍ରଣ ପ୍ରସ୍ତୁତ କରି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଫୁଟୁଥିବା କ୍ଷୀରରେ ପକାଇ ଏକ ପାତ୍ରକୁ କାଢି ଭଲ ଭାବେ ଗୋଳାନ୍ତୁ। ବତ୍ତର୍ମାନ ଏକ କପକୁ ଏହି ମିଶ୍ରଣକୁ କାଢି କଫି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ବଟର କଫି।