କଂଗ୍ରେସର ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକତା: ଜୟରାମ ରମେଶ

କଂଗ୍ରେସର ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକତା: ଜୟରାମ ରମେଶ

କଂଗ୍ରେସର ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକତା: ଜୟରାମ ରମେଶ
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଚରମ ବିପର୍ଯ୍ୟୟ ପରେ ଦଳ ଭିତରେ ବିଦ୍ରୋହ ସୃଷ୍ଟି ହୋଇଛି । ଦିଲ୍ଲୀର ମୋଟ ୭୦ ଆସନରୁ ଏଥର ବି କଂଗ୍ରେସକୁ ଗୋଟିଏ ବି ମିଳିନାହିଁ । ନେତାଏ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ଲାଗି ପଡ଼ିଛନ୍ତି । ଦଳର ରଣନୀତିକୁ ଦାୟୀ କରିବାଠାରୁ ଆରମ୍ଭ କରି ନେତୃତ୍ୱ ପରିବତ୍ତ;ନ ନେଇ ଅନେକ ନେତା ମୁହଁ ଖୋଲିଛନ୍ତି । କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନ ଫଳାଫଳ ଦଳକୁ ଖୁବ ନିରାଶ କରିଛି । ଦଳୀୟ ସଂଗଠନରେ ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଏଭଳି ସ୍ଥିତିରେ କଂଗ୍ରେସର ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକତା..................................