ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୯ଟି ଟିମ୍

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୯ଟି ଟିମ୍

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୯ଟି  ଟିମ୍
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଫୋନିର ମୁକାବିଲା କରିବା ପାଇଁ ୯ଟି ଏନଡିଆରଏଫ ଟିମ୍ ପହଂଚିଲା । ୩ଟି ଟିମ୍ ପୁରୀ , ୩ଟି ଟିମ୍ ଜଗତସିଂହପୁରରେ ପହଂଚି ସାରିଛନ୍ତି । ୨ ୟୁନିଟ ଭଦ୍ରକ ଏବଂ ଗୋଟିଏ ୟୁନିଟ ବାଲେଶ୍ୱରରେ ନିୟୋଜିତ ହୋଇଛନ୍ତି । ବାତ୍ୟାର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ଦକ୍ଷତା ଏନଡିଆରଫ ଟିମ୍ ରହିଛି ।