ରାଜ୍ୟରେ କରୋନାରୁ ୨୧୮ ଜଣ ସୁସ୍ଥ

ରାଜ୍ୟରେ କରୋନାରୁ ୨୧୮ ଜଣ ସୁସ୍ଥ

ରାଜ୍ୟରେ କରୋନାରୁ ୨୧୮ ଜଣ ସୁସ୍ଥ
ଭୁବନେଶ୍ୱର : କରୋନା ସଂକ୍ରମଣ ଏବେ ହୁହୁ ହୋଇ ବଢ଼ିବାରେ ଲାଗିଛି । ତେବେ ଏସବୁ ଭିତରେ ଭଲ ଖବର ଆସିଛି । କରୋନାରୁ ଆଉ ୨୧୮ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୪୩୦ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ନୂଆପଡ଼ାରେ ୪୮, କଟକରେ ୨୩, ଖୋର୍ଦ୍ଧାରେ ୨୩, ସୁନ୍ଦରଗଡ଼ରେ ୨୨, ବଲାଙ୍ଗୀରରେ ୨୦, ରାୟଗଡ଼ାରେ ୧୦, ମୟୂରଭଞ୍ଜରେ ୯, କଳାହାଣ୍ଡିରେ ୮, ସମ୍ବଲପୁରରେ ୮, ବାଲେଶ୍ୱରରେ ୭, ଭଦ୍ରକରେ ୫, ଗଞ୍ଜାମରେ ୫, ଯାଜପୁରରେ ୫, ପୁରୀରେ ୫, ଅନୁଗୁଳରେ ୨, ବରଗଡ଼ରେ ୨, ଜଗତସିଂହପୁରରେ ୨, କେନ୍ଦୁଝରରେ ୨, ଦେବଗଡ଼ରେ ୧, ଢେଙ୍କାନାଳରେ ୧, ଗଜପତିରେ ୧, ଝାରସୁଗୁଡ଼ାରେ ୧, କେନ୍ଦ୍ରାପଡ଼ାରେ ୧, ନବରଙ୍ଗପୁରରେ ୧ ଓ ରାଜ୍ୟ ପୁଲରେ ୬ ଜଣ ସୁସ୍ଥ ହୋଇଛନ୍ତି ।