ରାଜଧାନୀରେ ଶିଶୁ ବିକ୍ରି, ୧୦ହଜାର ଟଙ୍କାରେ ବିକିଲେ ବାପା ମା

ରାଜଧାନୀରେ ଶିଶୁ ବିକ୍ରି, ୧୦ହଜାର ଟଙ୍କାରେ ବିକିଲେ ବାପା ମା

ରାଜଧାନୀରେ ଶିଶୁ ବିକ୍ରି, ୧୦ହଜାର ଟଙ୍କାରେ ବିକିଲେ ବାପା ମା
ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁ ବିକ୍ରି ଅଭିଯୋଗ । ଜଣେ ୧୯ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଶ୍ରମିକ ଶ୍ରେଣୀର ଦମ୍ପତ୍ତି ନିଜ ଶିଶୁପୁତ୍ରକୁ ବିକିଥିବା ଅଭିଯୋଗ ହୋଇଛି । ଏନେଇ ସିଡବ୍ଲୁ୍ୟସି ଠାରୁ ଖବର ପାଇ ପୁଲିସ ଶିଶୁର ବାପା ମାକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାଯାଇଛି ।