ବହୁ ପ୍ରତୀକ୍ଷିତ ଖଣ୍ଡଗିରି ମେଳା ହେବନାହିଁ

ବହୁ ପ୍ରତୀକ୍ଷିତ ଖଣ୍ଡଗିରି ମେଳା ହେବନାହିଁ

ବହୁ ପ୍ରତୀକ୍ଷିତ ଖଣ୍ଡଗିରି ମେଳା ହେବନାହିଁ
:ଭୁବନେଶ୍ୱର : ବର୍ଷ ପରି ଭୁବନେଶ୍ୱର ର ଖଣ୍ଡଗିରି ଠାରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା(କୁମ୍ଭମେଳା) ଚଳିତ ବର୍ଷ ପାଇଁ ବାତିଲ ହୋଇଛି । କେବଳ ପରମ୍ପରା ଅନୁଯାୟୀ ପୂର୍ଣ୍ଣ କୋଭିଡ-୧୯ ନିର୍ଦେଶବଳୀ କୁ ଅନୁପାଳନ କରି ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ ବୋଲି ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।୧୫ ଦିନ ଧରି ଏହି ମେଳା ସ୍ଥଳରେ କୌଣସି ଦୋକାନ, ବଜାର,ସରକାରୀ ବା ବେସରକାରୀ ଷ୍ଟଲ କୁ ବ୍ୟବସାୟ କିମ୍ବା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ ।