ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ

ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ

ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ
ଭୁବନେଶ୍ୱର : ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି । ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହି ଦୁଇ ଜଣ ବ୍ୟକ୍ତି ବହୁଦିନ ଧରି ଗଞ୍ଜେଇ କାରବାର କରି ଆସୁଥିଲେ । ଗୋଟିଏ ଗଞ୍ଜେଇ ସିଗାରେଟକୁ ୧୦ ଟଙ୍କାରେ ବିକ୍ରି କରୁଥିଲେ । ପ୍ରତିଦିନ ଗଞ୍ଜେଇ ସିଗାରେଟ ନେବା ପାଇଁ ବହୁ ଲୋକ ଆସୁଥିଲେ ।