ବଜ୍ରଘାତରେ ୩ ମୃତ

ବଜ୍ରଘାତରେ ୩ ମୃତ

ବଜ୍ରଘାତରେ ୩ ମୃତ
କେନ୍ଦୁଝର: ବଜ୍ରଘାତରେ ମାଆ ଝିଅଙ୍କ ସମେତ ଭାଉଜର ମଧ୍ୟ ମୃତୁ୍ୟ ଘଟିଛି । ଘଟଗାଁ ଥାନା ଢେଙ୍କିକୋଟ କୁନ୍ଦୁରିଗୋଡା ସାହିରେ ଦୁଃଖଦ ଘଟଣା ଘଟିଯାଇଛି । ମୃତକମାନେ ଝାଡଖଣ୍ଡ ଅଂଚଳ ବୋଲି ଜଣାପଡିଛି । ସେମାନେ ଏଠାରେ ଯାଯାବର ଜୀବନ ଭାବେ କାଟୁଥିଲେ ବୋଲି ସୂଚନା ମିଳିଛି । ଗାଁ ନିକଟରେ ପଡିଆରେ ଏକ ଗଛ ମୂଳରେ ସମସ୍ତେ ରହୁଥିଲେ । ବଜ୍ରପାତ ଆଘାତରେ ୩ ଜଣଙ୍କ ମୃତୁ୍ୟ ଘଟିଛି ।