ପୁଣି ବଢିଲା ଲକଡାଉନ, ଏହି ସ୍ଥାନରେ ଜୁଲାଇ ୧ରୁ ୧୫ଯାଏଁ ବଢିଲା ଲକଡାଉନ ।

ପୁଣି ବଢିଲା ଲକଡାଉନ, ଏହି ସ୍ଥାନରେ ଜୁଲାଇ ୧ରୁ ୧୫ଯାଏଁ ବଢିଲା ଲକଡାଉନ ।

ପୁଣି ବଢିଲା ଲକଡାଉନ, ଏହି ସ୍ଥାନରେ ଜୁଲାଇ ୧ରୁ ୧୫ଯାଏଁ ବଢିଲା ଲକଡାଉନ ।
ମଣିପୁରରେ ବଢିଲା ଲକଡାଉନ । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଲକଡାଉନକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜୁଲାଇ ୧ରୁ ୧୫ଯାଏଁ ବଢ଼ାଯାଇଛି। ରାଜ୍ୟରେ ଏବେ ଯାଏଁ କରୋନା ଭାଇରସ୍ ସଂକ୍ରମଣର ୧,୦୯୨ମାମଲା ସାମନାକୁ ଆସି ସାରିଛି। ଆଗାମୀ ଜୁନ୍ ୩୦ରେ ମୁକାବିଲା ଚାଲିଥିବା ଅନଲକ ହଟାଯିବାର ସମ୍ଭାବନା ଅଛି । ମଣିପୁର ବ୍ୟତୀତ ଏହା ପୂର୍ବରୁ ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ଲକଡାଉନକୁ ବଢ଼ାଇ ଦିଆଯାଇଛି। ଝାଡ଼ଖଣ୍ଡରେ ଲକଡାଉନକୁ ଜୁଲାଇ ୩୧ଯାଏଁ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ କରୋନା ସହ ସଂଘର୍ଷରେ ଜନତାଙ୍କ ସହଯୋଗରେ ଏବେ ସୁଦ୍ଧା ରାଜ୍ୟ ସରକାରଙ୍କୁ ଅପେକ୍ଷିତ ସଫଳତା ମିଳିଛି,କିନ୍ତୁ ସଂଘର୍ଷ ଏବେ ବି ଜାରି ରହିଛି।