ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି, ନୂଆବର୍ଷ ସମସ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁ, ସମୃଦ୍ଧିର ବର୍ଷ ହେଉ ୨୦୨୧। ସେହିପରି ରାଷ୍ଟ୍ରପତି ନବ ବର୍ଷର ଅଭିନନ୍ଦନ ଜଣାଇ କହିଛନ୍ତି , ସମସ୍ତଙ୍କ ପାଇଁ ନୂଆବର୍ଷଟି ସୁସ୍ଥ ଓ ନିରାମୟ ହେଉ। ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ନୂଆ ଆରମ୍ଭ ଓ ସାମୂହିକ ବିକାଶ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି।