ଟୋକିଓରେ ଭାରତକୁ ପ୍ରଥମ ପଦକ : ରୌପ୍ୟ ପଦକ ଜିତିଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ଭାରୋତୋଳନରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ ମିଳିଛି । ୪୯ କେଜି ବର୍ଗର କ୍ଲିନ୍ ଆଣ୍ଡ ଜର୍କରେ ମୀରାବାଈଙ୍କୁ ସଫଳତା ମିଳିଛି ।