ଚୋରାରେ ବନ୍ଧୁକ ବେପାର କରୁଥିବା ୩ ଜଣ ଗିରଫ

ଚୋରାରେ ବନ୍ଧୁକ ବେପାର କରୁଥିବା ୩ ଜଣ ଗିରଫ

ଚୋରାରେ ବନ୍ଧୁକ ବେପାର କରୁଥିବା ୩ ଜଣ ଗିରଫ
ଭୁବନେଶ୍ୱର: ଚୋରାରେ ବନ୍ଧୁକ ବେପାର କରୁଥିବା ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ନୟାପଲ୍ଲୀ ପୋଲିସ ପିସ୍ତଲ ଜବତ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ଓ ମୋବାଇଲ ଜବତ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଲକଡାଉନ ଚାଲିଛି । କିନ୍ତୁ ଏହାର ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ । ଲକଡାଉନରେ ସେମାନଙ୍କ ସକ୍ରିୟ ହୋଇପଡିଛନ୍ତି । ବେଧଡକ ଚଲାଇଛନ୍ତି ସେମାନଙ୍କ ଚୋରା କାରବାର । କେଉଁଠି ଚୋରାରେ ମଦ ବିକ୍ରି ହେଉଛି ତ ଆଉ କେଉଁଠି ବନ୍ଧୁକ ।