ଗଞ୍ଜାମ ଜିଲ୍ଲାରେ ଯାଂଚ ପରେ କାଏମ ପ୍ରାର୍ଥୀ ତାଲିକା

ଗଞ୍ଜାମ ଜିଲ୍ଲାରେ ଯାଂଚ ପରେ କାଏମ ପ୍ରାର୍ଥୀ ତାଲିକା

ଗଞ୍ଜାମ ଜିଲ୍ଲାରେ ଯାଂଚ ପରେ କାଏମ ପ୍ରାର୍ଥୀ ତାଲିକା
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଂଚ ଶେଷ ହୋଇଛି । ପ୍ରାର୍ଥୀପତ୍ର କାଏମ ରହିଥିବା ପ୍ରାର୍ଥୀମାନେ ହେଲେ- ବ୍ରହ୍ମପୁର ଲୋକସଭା ଆସନ- ଭି. ଚନ୍ଦ୍ରଶେଖର ନାଇଡୁ(କଂଗ୍ରେସ), ଚନ୍ଦ୍ରଶେଖର ସାହୁ(ବିଜେଡି), ତିରୁପତି ରାଓ କରନମ୍(ବହୁଜନ ସମାଜ ପାର୍ଟି), ଭୃଗୁ ବକ୍ସିପାତ୍ର(ବିଜେପି), ଶ୍ରୀହରି ପଟ୍ଟନାୟକ(ଓଡ଼ିଶା ପ୍ରଗତି ଦଳ), ସୋମନ ବେହେରା(ଏସ୍ୟୁସିଆଇ), ଚକ୍ରଧର ସାହୁ(ସ୍ୱାଧୀନ), ବି. ବିଷ୍ଣୁପ୍ରସାଦ ସୁବୁଦ୍ଧି(ସ୍ୱାଧୀନ), କେ. ଶ୍ୟାମବାବୁ ସୁବୁଦ୍ଧି(ସ୍ୱାଧୀନ) ବ୍ରହ୍ମପୁର ବିଧାନସଭା ଆସନ- ଅଶୋକ କୁମାର ସାହୁ(ବିଏସ୍ପି), କାହ୍ନୁଚରଣ ପତି(ବିଜେପି), ବିକ୍ରମ କୁମାର ପଣ୍ଡା(ବିଜେଡି), ଲିଙ୍ଗରାଜ ଚୌଧୁରୀ(କଂଗ୍ରେସ), ଚନ୍ଦ୍ରଶେଖର ସାହୁ(ଏଏନ୍ସି), ଶିବାନୀଶଙ୍କର ମିଶ୍ର(ଏସ.ୟୁ.ସି.ଆଇ.) । ଗୋପାଳପୁର ବିଧାନ ସଭା ଆସନ - ଏସ୍. ଧର୍ମରାଜୁ ରେଡ୍ଡି(କଂଗ୍ରେସ), ଡ. ପ୍ରଦୀପ ପାଣିଗ୍ରାହୀ(ବିଜେଡି), ବିଭୂତି ଭୂଷଣ ଯେନା(ବିଜେପି), ଦୁର୍ଯ୍ୟୋଧନ ବେହେରା(ଏଏନସି), ଶିବପ୍ରସାଦ ରେଡ୍ଡି(ଏସୟୁସିଆଇ), ସନ୍ତୋଷ କୁମାର ସାହୁ(ଏଆଇଏଫ୍ବି), ବିଶ୍ୱବିହାରୀ ବିଷୋୟୀ(ସ୍ୱାଧୀନ) । ଦିଗପହଣ୍ଡି ବିଧାନସଭା ଆସନ - ପବିତ୍ର କୁମାର ତ୍ରିପାଠୀ(ବିଏସପି), ପିଙ୍କି ପ୍ରଧାନ(ବିଜେପି), ପ୍ରଫୁଲ୍ଲ ପଣ୍ଡା(କଂଗ୍ରେସ), ସୂର୍ଯ୍ୟନାରାୟଣ ପାତ୍ର(ବିଜେଡି), ଭଗବାନ ସା(ଏଏନ୍ସି), ଉତମ କୁମାର ପାଣିଗ୍ରାହୀ(ସ୍ୱାଧୀନ) । ଚିକିଟି ବିଧାନସଭା ଆସନ- ଉଷା ଦେବୀ(ବିଜେଡି), ବିଭୂଧେନ୍ଦ୍ର ପାଢ଼ୀ(ଏଆଇବି), ମନେର୍ଜନ ଦ୍ୟାନ ସାମନ୍ତରା(ବିଜେପି), ସୁବାସ ରାଉତ(କଂଗ୍ରେସ), ପ୍ରମୋଦିନୀ(ଏଏନସି), ସରୋଜ କୁମାର ପଣ୍ଡା(ସ୍ୱାଧୀନ), ସୁରେନ୍ଦ୍ର ମଣ୍ଡଳ(ସ୍ୱାଧୀନ), ୱାଇ. ମୋହନ ରାଓ(ସ୍ୱାଧୀନ) । ଛତ୍ରପୁର ବିଧାନସଭା ଆସନ - ପ୍ରଦୀପ କୁମାର ସେଠୀ(ସିପିଆଇ), ପ୍ରଶାନ୍ତ କୁମାର କର(ବିଜେପି), ରାମହରି ବେହେରା(ବିଏସପି), ସୁବାଷ ଚନ୍ଦ୍ର ବେହେରା(ବିଜେଡି), ନଟବର ବେହେରା(ଆଇଏମ୍), ଚୈତନ୍ୟ ପ୍ରଧାନ(ସ୍ୱାଧୀନ), ସସ୍ମିତା କର(ସ୍ୱାଧୀନ), ସୁରେନ୍ଦ୍ର ବେହେରା(ସ୍ୱାଧୀନ) ।