ଗଜପତି: କଂଗ୍ରେସ ୩, ବିଜେଡି ୩, ବିଜେପି ୧ଟିରେ ଆଗୁଆ

ଗଜପତି: କଂଗ୍ରେସ ୩, ବିଜେଡି ୩, ବିଜେପି ୧ଟିରେ ଆଗୁଆ

ଗଜପତି: କଂଗ୍ରେସ ୩, ବିଜେଡି ୩, ବିଜେପି ୧ଟିରେ ଆଗୁଆ

ଭୁବନେଶ୍ୱର: ଗଜପତି ଜିଲ୍ଲା କାଶୀନଗର ଜୋନ-୧ରେ ବିଜେପିର ଏ.ଶୈଳଜା ଆଗୁଆ
ଗୁମ୍ମା ଜୋନ-୩ରେ କଂଗ୍ରେସର ରେଣୁଜା ପାତ୍ର ଆଗୁଆ
ନୂଆଗଡ଼ ଜୋନ-୫ରେ କଂଗ୍ରେସର ରାଜୀବ ଦୋରା ଆଗୁଆ
ମୋହନା ଜୋନ-୮ରେ ବିଜେଡିର କୁନ୍ତଳା ମଲ୍ଲିକ ଆଗୁଆ
ରାୟଗଡ଼ ଜୋନ-୧୩ରେ ବିଜେଡିର ଗୌତମୀ ଜାନି ଆଗୁଆ
ଆର.ଉଦୟଗିରି ଜୋନ-୧୧ରେ କଂଗ୍ରେସର ଋତୁପର୍ଣ୍ଣା ମିଶ୍ର ଆଗୁଆ
ପାରଳାଖେମୁଣ୍ଡି ଜୋନ-୬ରେ ବିଜେଡିର ଏଦ.ବାଲାରାଜୁକୁ ଆଗୁଆ

ଅନ୍ୟପକ୍ଷରେ ରାଜ୍ୟରେ  ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧.୧୭ଟା ସୁଦ୍ଧା ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୩୧୫ ଜୋନ ମଧ୍ୟରୁ ୨୬୪ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି ।  ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।