କୋଟିଆରେ ନିର୍ବାଚନକୁ ନେଇ ଓଡିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ

କୋଟିଆରେ ନିର୍ବାଚନକୁ ନେଇ ଓଡିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ

କୋଟିଆରେ ନିର୍ବାଚନକୁ ନେଇ ଓଡିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ
ଭୁବନେଶ୍ୱର :କୋଟିଆରେ ନିର୍ବାଚନକୁ ନେଇ ଓଡିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଓଡିଶାର ନେରେଡିୱାଲସା ଭୋଟ କେନ୍ଦ୍ରରେ ୪ରୁ ୭ ଜଣ ଭୋଟ୍ ଦେଇଛନ୍ତି । ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକେ ଭୋଟ ଦେଇ ନାହାନ୍ତି । ଦୁଇ ରାଜ୍ୟର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । କରୋନା ଚିହ୍ନଟ ହୋଇଥିବାରୁ ୧୪୪ ଜାରି କରିଛି ଓଡିଶା ପ୍ରଶାସନ । ଓଡିଶାରେ ଆନ୍ଧ୍ରର ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନକୁ ନେଇ ଛକାପ‚ା ଚାଲିଛି ।