ଏଥିପାଇଁ ପୁରୁଷଙ୍କଠୁ ସ୍ତ୍ରୀ’ଙ୍କର ଥାଏ ଅଧିକ ଇଚ୍ଛା

ଏଥିପାଇଁ ପୁରୁଷଙ୍କଠୁ ସ୍ତ୍ରୀ’ଙ୍କର ଥାଏ ଅଧିକ ଇଚ୍ଛା

ଏଥିପାଇଁ ପୁରୁଷଙ୍କଠୁ ସ୍ତ୍ରୀ’ଙ୍କର ଥାଏ ଅଧିକ ଇଚ୍ଛା

ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ  । ସମ୍ପୂର୍ଣ୍ଣ ପରିବାରର କଥା ବୁଝିଥାଏ ସ୍ତ୍ରୀ । କିଏ କ’ଣ ଖାଇବ, ନଖାଇବ, ସୁବିଧା ଅସୁବିଧା, ସୁସ୍ଥ ଅସୁସ୍ଥତା ଇତ୍ୟାଦି । ତେବେ ଘରର ଲକ୍ଷ୍ମୀ କୁହାଯାଉଥିବା ସ୍ତ୍ରୀର ସମସ୍ତ ସୁଖ ସୁବିଧା ବୁଝି ତାଙ୍କୁ ଖୁସିରେ ରଖିବା ପରିବାରର ପ୍ରତିଟି ସଦସ୍ୟଙ୍କର କର୍ତ୍ତବ୍ୟ । ସ୍ତ୍ରୀଙ୍କର ଏମିତି କେଉଁ ଇଚ୍ଛ ଯାହା ପୁରୁଷଙ୍କ ତୁଳନାରେ ସ୍ତ୍ରୀଙ୍କର ବହୁ ଗୁଣ ଅଧିକ ହୋଇଥାଏ ସେ ବିଷୟରେ ଆସନ୍ତୁ  ଜାଣିବା...

ସ୍ତ୍ରୀଙ୍କର ପୁରୁଷଙ୍କ ତୁଳନାରେ ଖାଦ୍ୟ ଦୁଇଗୁଣ ଅଧିକ ହୋଇଥାଏ  । ସେହିପରି ପୁରୁଷଙ୍କ ତୁଳନାରେ ସ୍ତ୍ରୀ'ଙ୍କର ଲଜ୍ଜା ଚାରି ଗୁଣ, ସାହସ ଛଅ ଗୁଣ ଓ ଯୌନାକାଂକ୍ଷା ଇଚ୍ଛା ପୁରୁଷଙ୍କ ତୁଳନାରେର ଆଠ ଗୁଣ ଅଧିକ ହୋଇଥାଏ  । ସ୍ତ୍ରୀଙ୍କ ଭିତରେ ଶାରିରୀକ ସମ୍ପର୍କ ପୁରୁଷଙ୍କ ଅପେକ୍ଷା ୮ ଗୁଣ ଅଧିକ ଥିଲେ ମଧ୍ୟ ସେମାନେ କେବେ ମୁହଁ ଫିଟାଇ କହି ନଥାନ୍ତି  । ତେଣୁ ସେମାନଙ୍କୁ ଲଜ୍ଜାବତୀ ବୋଲି କୁହଯାଇଥାଏ  । ସ୍ତ୍ରୀଙ୍କର ଲଜ୍ଜା ଭାବନା ଓ ସହନଶୀଳତା ପୁରୁଷଙ୍କ ଅପେକ୍ଷା ଅଧିକ ହୋଇଥାଏ  । ହେଲେ ସେମାନେ ଏହି ଇଚ୍ଛା ବିଷୟରେ କହିନଥାନ୍ତି  ।