ଆମେରିକା ଉପରେ ମିଶାଇଲ ମାଡ କଲା ଇରାନ

ଆମେରିକା ଉପରେ ମିଶାଇଲ ମାଡ କଲା ଇରାନ

ଆମେରିକା ଉପରେ ମିଶାଇଲ ମାଡ କଲା ଇରାନ
ଆମେରିକା କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର ଶୀର୍ଷ କମାଣ୍ଡର ଜେନେରାଲ କ୍ୱାସିମ ସୁଲେମାନୀଙ୍କ ପ୍ରତିଶୋଧ ନେବାକୁ ଯାଇ ଆମେରିକା ଉପରେ ମିଶାଇଲ ମାଡ କରିଛି ଇରାନ । ମିଶାଇଲ ମାଡରେ ୨ଟି ବସ ଧ୍ୱସଂ ହୋଇଥିବା ବେଳେ ବହୁ ମୃତାହତ ହୋଇଛି । ମିଶାଇଲ ମାଡକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ସ୍ୱୀକାର କରିବା ସହ ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ବୋଲି ପ୍ରକାଶ କରିଛନ୍ତି । ଆମେରିକା ଇରାନ ବିବାଦ ଏବେ ଉଗ୍ରରୁପ ନେଉଥିବା ବେଳେ ଟ୍ରମ୍ପ ପୁଣି ଇରାକକୁ କଡା ଚେତାବନୀ ଦେଇଛନ୍ତି । ଇରାକ ଇରାନ ଉପରଦେଇ ଯାଉଥିବା ସମସ୍ତ ବିମାନ ସେବାକୁ ବନ୍ଦ କରିଦେଇଛି ଆମେରିକା ।