ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, କାହାକୁ କେଉଁ ଦାୟିତ୍ୱ
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, କାହାକୁ କେଉଁ ଦାୟିତ୍ୱ
ଭୁବନେଶ୍ୱର:ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ । ରାଜ୍ୟ ସରକାର ଆଜି ଏମିତି ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଭୁବନେଶ୍ୱର ଓ କଟକରେ ଡିସିପି ବଦଳିଥିବାବେଳେ ବରିଷ୍ଠ ଆଇପିଏସ ବଦଳିଛନ୍ତି । ଜେଲ ବିଭାଗ ସହ ଅଗ୍ନିଶମ ମୁଖିଆ ବଦଳିଛନ୍ତି । କ୍ରାଇମବ୍ରାଞ୍ଚ ମୁଖିଆ ଭାବେ ଏଥର ଅରୁଣ ବୋଥ୍ରାଙ୍କୁ ନିଯୁକ୍ତ କରାଯାଇଛି।
ଆଜି ପ୍ରକାଶିତ ଆଇପିଏସ୍ ବଦଳି ନିର୍ଦ୍ଧେଶନାମା ଏମିତି...
ମନୋଜ କୁମାର ଛାବ୍ରା-ଜେଲ୍ ବିଭାଗ ଡିଜି
ସନ୍ତୋଷ କୁମାର ଉପାଧ୍ୟାୟ- ଅଗ୍ନିଶମ ସେବା, ହୋମଗାର୍ଡ, ଡାଇରେକ୍ଟର୍ ସିଡି
ସଞ୍ଜୀବ କୁମାର ପଣ୍ଡା-ଗୁଇନ୍ଦା ନିର୍ଦ୍ଦେଶକ, ଓଏସ୍ପିଏମ୍ ଆଣ୍ଡ୍ ଡବ୍ଲ୍ୟୁସିର ଅତିରିକ୍ତ ଦାୟିତ୍ୱ
ଅରୁଣ ବୋଥ୍ରା-କ୍ରାଇମ୍ବ୍ରାଞ୍ଚ ଏଡିଜି, ପରିବହନ କମିଶନର ଅତିରିକ୍ତ ଦାୟିତ୍ୱ
ଗଜଭିୟେ ଏସ୍କେ ଈଶ୍ୱର ଦାସ-ଆଇଜିପି ଯୋଗାଯୋଗ
ସଫିନ୍ ଅହମ୍ମଦ କେ – ଏଆଇଜି, ଏଚ୍ଆର୍ପିସି (ମାନବାଧିକାର ସୁରକ୍ଷା ସେଲ୍)
ଉମାଶଙ୍କର ଦାସ- ଅତିରିକ୍ତ ସିପି, କଟକ-ଭୁବନେଶ୍ୱର
ନୀତିଶେଖର- ଡିଆଇଜି, ପଶ୍ଚିମାଞ୍ଚଳ (ରାଉରକେଲା)
ପିନାକ ମିଶ୍ର- ଡିସିପି, କଟକ
ପ୍ରତୀକ ସିଂ- ଡିସିପି, ଭୁବନେଶ୍ୱର
ପିଏସ୍ ପର୍ଷୋତ୍ତମ ଦାସ- ଏସ୍ପି, ବରଗଡ଼
ରାହୁଲ ଜୈନ- ଏସ୍ପି, ଝାରସୁଗୁଡ଼ା
ଶ୍ରବଣ ବିବେକ ଏମ୍ – ଏସ୍ପି, ବ୍ରହ୍ମପୁର
ସିଦ୍ଧାର୍ଥ କାଟେରିଆ – ଏସ୍ପି, ଖୋର୍ଦ୍ଧା
ଏସ୍. ସୁଶ୍ରୀ – ଏସ୍ପି ନବରଙ୍ଗପୁର
ଅଭିଳାଷ ଜି – ଏସ୍ପି, କଳାହାଣ୍ଡି
ଅଲେଖ ପହି – ଏସ୍ପି, ନୟାଗଡ଼ (ଓପିଏସ୍)




admin 